ୱି୍ଜାର୍ଡ ସେଟଅପ୍‍ କରନ୍ତୁ ପରବର୍ତ୍ତୀ ସ୍କିପ୍ ଆରମ୍ଭ ଓକେ ଏକ ‍କ୍ଷଣ ମାତ୍ର\u2026 ସେଟ୍‍ଅପ୍‍ ସମ୍ପୂର୍ଣ୍ଣ ହୋଇଛି ସ୍ଵାଗତ Wi-Fi ଚୟନ କର୍ନ୍ତୁ SIM କାର୍ଡ ନାହିଁ ଡାଟା ପାଇଁ ଏକ SIM ଚୟନ କରନ୍ତୁ ଅବସ୍ଥାନ ସେବାଗୁଡିକ ଅନ୍ୟନ୍ୟ ଦେବା ତାରିଖ ଏବଂ ସମୟ ସମ୍ପ୍ରତି ତାରିଖ ସମ୍ପ୍ରତି ସମୟ ଆପଣଙ୍କ ଟାବ୍‍ଲେଟ୍‍ରେ କୌଣସି SIM କାର୍ଡର ସନ୍ଧାନ ମିଳିନାହିଁ। ଏକ SIM କାର୍ଡ ଭର୍ତ୍ତି କରିବା ପାଇଁ, ଆପଣଙ୍କ ଡିଭାଇସ୍‍ ସହ ଆସିଥିବା ସୂଚନାବଳିକୁ ପଢନ୍ତୁ। ଆପଣଙ୍କ ଫୋ‍ନ୍ରେ କୌଣସି SIM କାର୍ଡର ସନ୍ଧାନ ମିଳିନାହିଁ। ଏକ SIM କାର୍ଡ ଭର୍ତ୍ତି କରିବା ପାଇଁ, ଆପଣଙ୍କ ଡିଭାଇସ୍‍ ସହ ଆସିଥିବା ସୂଚନାବଳିକୁ ପଢନ୍ତୁ। ଡାଟା ପାଇଁ ଆପଣ କେଉଁ SIM ବ୍ୟବହାର କରିବାକୁ ଚାହାଁନ୍ତି? ଆପଣଙ୍କ ଟାବ୍‍ଲେଟ୍‍ ସେଟ୍‍ ଅପ୍‍ରେ ବ୍ୟ୍ବହୃତ ହେଉଥିବାରୁ ଚୟନ କରାଯାଇଥିବା SIMରେ ନେଟ୍‍ୱାର୍କ୍‍ ଶୁଳ୍କ ଲାଗିପାରେ ଡାଟା ପାଇଁ ଆପଣ କେଉଁ SIM ବ୍ୟବହାର କରିବାକୁ ଚାହାଁନ୍ତି? ଆପଣଙ୍କ ଫୋ‍ନ ୍ସେଟ୍‍ ଅପ୍‍ରେ ବ୍ୟ୍ବହୃତ ହେଉଥିବାରୁ ଚୟନ କରାଯାଇଥିବା SIMରେ ନେଟ୍‍ୱାର୍କ୍‍ ଶୁଳ୍କ ଲାଗିପାରେ ଆପଣଙ୍କ ସମୟ ଜୋନ୍‍ ସେଟ୍‍ କରନ୍ତୁ ଓ ଯଦି ଆବଶ୍ୟକ ହୁଏ ସମୋପ୍ରତି ତାରିଖ ଓ ସମୟ ଆଡ୍‍ଜଷ୍ଟ କରନ୍ତୁ ଆପ୍ଲିକେସନ୍‍ ଡାଟା, Wi-Fi ପାସ୍‍ୱାର୍ଡ, ଓ Google ସଭ‍ର‍ର ଅନ୍ୟ ସେଟିଂସ୍ ପାଇଁ‍ବ୍ୟାକ୍‍ ଅପ୍‍ ନିଅନ୍ତୁ ଏହି ସେବାଗୁଡିକ Googleକୁ ଆପଣଙ୍କ ପାଇଁ ସଂଚାଳନ କ୍ରାଇବ, ଓ ଆପଣ ଯେ କୌଣସି ସମୟରେ ସେଗୁଡିକୁ ଅନ୍‍ ବା ଅଫ୍‍ କରିପାରିବେ। Google\ର %sସହିତ ସମାନ ଭାବେ ଡାଟା ବ୍ୟବହୃତ ହେବ। ଅବ‍ସ୍ଥାନ ସେବା ସିଷ୍ଟମ୍‍କୁ ଓ ତୃତୀୟ ପ‍କ୍ଷ ଆପ୍ଲିକେସନ୍‍କୁ ଡାଟା ସଂଗ୍ରହ ଓ ବ୍ୟବହାର କରିବା ପାଇଁ ଅନୁମତି ଦେବ ଯଥା ଆପଣଙ୍କ ଆନୁମାନିକ ଅବ‍ସ୍ଥାନ। ଉଦାହରଣ ସ୍ୱରୂପ, ଆପ୍ଲିକେସନ୍‍ ଆପଣଙ୍କ ଆନୁମାନିକ ଅବ‍ସ୍ଥାନ ପାଖାପାଖି ଥିବା କଫି ସପ୍‍ ବିଷୟରେ ଜାଣିବା ପାଇଁ ବ୍ୟବହାର କରିପାରେ। ଆପଣଙ୍କ ଅବ‍ସ୍ଥାନ ସୂଚନା ବ୍ୟବହାର କରିବା ପାଇଁଯେଉଁ ଆପ୍ଲିକେସନ୍‍ ଆପଣଙ୍କ ଠାରୁ ଅନୁମତି ମା୍ଗିଛନ୍ତି। ତାଙ୍କୁ ଅନୁମତି ଦିଅନ୍ତୁ। ଏହା ଆପଣଙ୍କ ସମ୍ପ୍ରତୋ ଅବ‍ସ୍ଥାନ ଓ ପୂର୍ବ ଅବ‍ସ୍ଥାନ ଅନ୍ତଭୁକ୍ତ କ୍ରିପାରେ। ପ୍ରତି ଘଣ୍ଟାରେ ହେଉଥିବା GPS ଅଦ୍ୟତନ ସଂଖ୍ୟା ଉପରେ କଟକଣା କରିବ୍ୟାଟେରୀ ବ୍ୟବହାର ହ୍ରାସ କରନ୍ତୁ ଆପଣଙ୍କ ଅବ‍ସ୍ଥାନ ନି‍ର୍ଧାରଣରେ ସାହାଯ୍ୟ କରିବା ପାଇଁWi-Fi ବ୍ୟବହାର କରନ୍ତୁ ଆପଣଙ୍କ ଅବ‍ସ୍ଥାନ ନି‍ର୍ଧାରଣରେ ସାହାଯ୍ୟ କରିବା ପାଇଁWi-Fi ଓ ମୋବାଇଲ୍‍ ନେଟ୍‍ୱାର୍କ୍‍ ବ୍ୟବହାର କରନ୍ତୁ ଆପଣଙ୍କ ଅବ‍ସ୍ଥାନ ନି‍ର୍ଧାରଣରେ ସାହାଯ୍ୟ କରିବା ପାଇଁGoogle\ର ଅବ‍ସ୍ଥାନ ସେବା ବ୍ୟବହାର କରନ୍ତୁ । ଏହା ଅର୍ଥ Googleକୁ ବେନାମୀ ଅବସ୍ଥାନ ଡାଟା ପଠାଉଛି, ଏପରିକି ଯେବେ କୌଣସି ଆପ୍ଲିକେସନଗୁଡିକ ଦୌଡୁ ନାହାନ୍ତି। ମୋବାଇଲ୍‍ ଡାଟା ବ୍ୟବହାର କରନ୍ତୁ କୌଣସି ସେବା ନାହିଁ କେବଳ ଇମରଜେନ୍ସି କଲ୍ସ ସେଟ୍‍ଅପ୍‍ ସମୟରେ ମୋବାଇଲ୍‍ ଡାଟା ବ୍ୟବହାର ପାଇଁ ଆପଣ ଚାହାଁନ୍ତି କି? ମୋବାଇଲ୍ ଡାଟା ଅନ୍‍ କାରଣରୁ ଡାଟା ଶୁଳ୍କ ଲାଗିପାରେ। ନାହିଁ ହଁ SIM %d - %s ଜରୁରୀକାଳୀନ କଲ୍ ସିଆନୋଜେନ୍‍ ବୈଶିଷ୍ଟ୍ୟ ଆପଣଙ୍କ ଟାବ୍‍ଲେଟ୍‍ର ‍କ୍ଷମତା ବଢାଇବା ପାଇଁ ଏହି ସେବା ଆପଣଙ୍କ ପାଇଁ ସଂଚାଳନ କରିବ। ଡାଟା ସିଆନୋଜେନ୍‍ର %sଅନୁଯାୟୀ ବ୍ୟବହୃତ ହେବ। ଆପଣଙ୍କ ଫୋ‍ନ୍‍‍ର ‍କ୍ଷମତା ବଢାଇବା ପାଇଁ ଏହି ସେବା ଆପଣଙ୍କ ପାଇଁ କାର୍ଯ୍ୟ କରିବ। ଡାଟା ସିଆନୋଜେନ୍‍ର %sଅନୁଯାୟୀ ବ୍ୟବହୃତ ହେବ। ଗୋପନୀୟତା ନୀତି %sଉନ୍ନତି କରିବାରେ ସାହାଯ୍ୟ କରନ୍ତୁ ଡାଇଗ୍ନୋଷ୍ଟିକ‍ ସ୍ୱତଃ ଭାବେ ପଠାଇ ଓ ସିଆନୋଜେନ୍‍କୁ ବ୍ୟବହୃତ ଡାଟା ପଠାଇ%1$s । ଏହି ସୂଚନା ଆପଣଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହୃତ କରିହେବ ନା୍ହିଁ ଓ ବ୍ୟାଟେରୀ ବ୍ୟବହାର ଅବଧି, ଆପ୍ଲିକେସନ୍‍ କାର୍ଯ୍ୟକାରିତା, ଓ ନୂଆ %2$s ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ। %s ଥିମ୍‍ ଜାରି କରନ୍ତୁ ହା୍ର୍ଡ୍‍ଓୟାର୍‍ କୀ ବଦଳରେଅନ୍‍ସ୍କ୍ରିନ୍‍ ନେଭିଗେସନ୍‍ କୀ ବ୍ୟବହାର କରନ୍ତୁ ସୁର‍କ୍ଷିତ SMS ବ୍ୟବହାର କରନ୍ତୁ %1$S SMS କଥା୍ବାର୍ତ୍ତା ଅନ୍ୟ ଉପଭୋକ୍ତାଙ୍କ ସହିତ ସୁରଷିତ SMS %2$s ଡିଭାଇସ୍‍ରେ ବ୍ୟବହାର କରିବା ପାଇଁ। ଅନଲକ୍ ଏହି ଡିଭାଇସ୍‍ ଉପଭୋକ୍ତାଙ୍କ ଦ୍ୱାରା ଲକ୍‍ ହୋଇଛି। ଫ୍ୟାକ୍ଟରୀ ରିସେଟ୍‍ ପରେ ମଧ୍ୟ ଆପଣଙ୍କ ଡିଭାଇସ୍‍ ବ୍ୟବହାର କରିବା ପାଇଁଆପଣଙ୍କ ସିଆନୋଜେନ୍‍ OS ଆକାଉଣ୍ଟ ପାସ୍‍ୱାର୍ଡ୍‍ ଆବଶ୍ୟକ କରେ ଏହି ବୈଶିଷ୍ଟ୍ୟ ଅଫ୍‍/ଅନ୍‍ କରିବା ପାଇଁ, ଦୟାକରି ସେଟିଂସ୍‍>ସୁର‍କ୍ଷାକୁ ଯାଆନ୍ତୁ ଏକ ସିଆନୋଜେନ୍‍ OS ଆକାଉଣ୍ଟ ବିନା,\n\n ଆପଣ ନୂଆ ଆଇକନ୍‍, ୱାଲ୍‍ପେପର୍‍ ଓ ବିଷୟଗୁଡିକ ଆ୍ପ୍ଲିକେସନ୍‍ରେ ଅଧିକ କିଛି ସହିତ ଆପଣଙ୍କ ଫୋନ୍‍ କଷ୍ଟମାଇଜ୍‍ କରିପାରିବେ ନାହିଁ\n\nଆପଣଙ୍କ ଫୋନ୍‍ ଯଦି ହଜିଯାଇଛି ତେବେ ତାହାର ଅବସ୍ଥାନ ବିଷୟରେ ଜାଣନ୍ତୁ ବା ଦୂରରୁ ଏଥିରୁ ଡାଟା ହଟାଇଦିଅନ୍ତୁ ବ୍ୟାକ୍‍ଅପ୍‍ ସ୍କ୍ରିନ୍‍ ଲକ୍‍ ପ୍ରକାର ଚୟନ କରନ୍ତୁ ଆପଣ କିପରି ଆପଣଙ୍କ ସ୍କ୍ରିନ୍‍ ଲକ୍‍ କରିବାକୁ ଚାହିଁବେ? ଫିଙ୍ଗର୍‍ପ୍ରିଣ୍ଟ ସେଟ୍‍ଅପ୍‍ ଆପଣଙ୍କ ସ୍କ୍ରିନ୍‍ ଅନ୍‍ଲକ୍‍ କରିବା ପାଇଁ ଆପଣଙ୍କ ଫିଙ୍ଗର୍‍ପ୍ରିଣ୍ଟ ସେନ୍‍ସର୍‍ ବ୍ୟବହାର କରିବା ପାଇଁ, ଆପଣଙ୍କୁ ଏହା କରିବାକ୍ଲୁ ହେବ: ଏକ ସେକେଣ୍ଡାରି ଅନ୍‍ଲକ୍‍ ପଧତି ସେଟ୍‍ଅପ୍‍ କରନ୍ତୁ ଆପଣଙ୍କ ଫିଙ୍ଗର୍‍ପ୍ରିଣ୍ଟ ଯୋଗ କରନ୍ତୁ ସ୍କ୍ରିନ୍‍ ଲକ୍‍ ସେଟ୍‍ଅପ୍‍ କରନ୍ତୁ %1$s SIM ସନ୍ଧାନ କରାଯାଇଛି ଆପଣ କିପରି ଆପଣଙ୍କ ସ୍କ୍ରିନ୍‍ ଲକ୍‍ କରିବାକୁ ଚାହିଁବେ?